Sahityapedia
Login Create Account
Home
Search
Dashboard
Notifications
Settings
2 May 2024 · 2 min read

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

ପବିତ୍ର ଆର୍ଯ୍ୟାବର୍ତ୍ତରେ ଯଥାବିଧି

ମହାନତା ଗୁଣଗାନ

ମହାନ ଆତ୍ମାଙ୍କ ଅବଦାନ ପ୍ରତି

ଭକ୍ତି ନୈବେଦ୍ୟ ନିଦାନ

ବ୍ରହ୍ମାଣ୍ଡ ପାଳକ ଭଗବାନ ବିଷ୍ଣୁ

ସପ୍ତମ ଅବତାର ରେ

ଶ୍ରୀରାମ ରୂପରେ ଜନ୍ମି ସ୍ୱତନ୍ତ୍ରତା

ମର୍ଯ୍ୟାଦା-ବାନ ଆକାରେ

ଅଯୋଧ୍ୟାରେ ରଘୁ ବଂଶେ ଜାତ

ପିତା ଦଶରଥ କୋଳେ

ଚାରି ଭାଇ ସଙ୍ଗେ ପିଲାଦିନ ଖେଳ

ସବୁ ବେଳେ ଭାଇ ମେଳେ

ଗୁରୁକୁଳ ଆଶ୍ରମରେ ଶିଷ୍ୟ ରୂପେ

ସ୍ୱାଭାବିକ ଆଚରଣ

ଗୁରୁଙ୍କ ଆଦେଶ ଶ୍ରଦ୍ଧାରେ ପାଳନ

ଥିଲା ହୃଦୟର ପଣ

ତପ ସାଧନାରେ ବିଘ୍ନ ସୃଷ୍ଟିକାରୀ

ରାକ୍ଷସୀ କଲେ ନିଧନ

ସାଧାରଣ ଜୀବନ ଶୈଳୀ ସହ

ପରିଚିତ ଥିଲା ପ୍ରାଣ

ଶାପ ଗ୍ରସ୍ତ ଅହଲ୍ୟା ର ପରିତ୍ରାଣ

ଗୁରୁଙ୍କ ପ୍ରେରଣା ସହ

ଦୟା କ୍ଷମା କରୁଣାର ଅବତାର

ସହଜେ ହେଲା ପ୍ରତ୍ୟୟ

ଗୁରୁଙ୍କ ଆଦେଶ ଓ ଇଚ୍ଛା ପୁରଣେ

ଶିବ ଧନୁ ହେଲା ଭଗ୍ନ

ସୀତା ସ୍ଵୟମ୍ବର ବିଧିର ବିଧାନ

ପ୍ରାପ୍ତି ବିବାହ ବନ୍ଧନ

ଏକ ପତ୍ନୀ ସହ ଅତୁଟ ସମ୍ପର୍କ

ଜୀବନ ଯାତ୍ରା ପଥରେ

ଧୈର୍ଯ୍ୟ ସହ ସମସ୍ୟାର ସମ୍ମୁଖୀନ

ପ୍ରତ୍ୟେକ ଅସୁବିଧାରେ

କୈକେୟୀଙ୍କ କୁମନ୍ତ୍ରଣା ଆଢ଼ୁଆଳେ

ନିର୍ବାସନ ର ଆଦେଶ

ମଥାପାତି ରକ୍ଷା ହେଲା ପିତୃ ସତ୍ୟ

ଆଦରିଲେ ବନବାସ

ଭାତୃଭାବ ସଦା ଥିଲା ହୃଦୟରେ

ସୁସମ୍ପର୍କ ଭାତୃ ମେଳେ

ସ୍ୱେଚ୍ଛାକୃତ ଭାବେ ଲକ୍ଷ୍ମଣ ରହିଲେ

ପୁରା ବନବାସ କାଳେ

ସୀତାଙ୍କ ହରଣ ପରେ ନିସଙ୍ଗତା

ଭାବ ଥାଇ ହୃଦୟରେ

ଦଳିତ ବାନର-ସେନା ସଂଘଟିତ

ସହ ନେତୃତ୍ଵ ସେଥିରେ

ସୁଗ୍ରୀବଙ୍କ ସହ ହେଲା ମୈତ୍ରୀ ଭାବ

ବନ୍ଧୁ ଭାବ ହେଲା ପୂର୍ଣ୍ଣ

ଭେଟ ହେଲା ସେବାକାରୀ ହନୁମାନ

ଆଦେଶ ହେଲା ପାଳନ

ବାନର ସେନାଙ୍କ ସହାୟତା ବଳେ

ସେତୁବନ୍ଧର ନିର୍ମାଣ

ତପସ୍ୟାରେ ମଗ୍ନ ସହ ବିଧିବଦ୍ଧ

ନିର୍ମାଣ କାର୍ଯ୍ୟ ପୂରଣ

ରାବଣ ନିଧନ ପରେ ଫେରି ଆସି

ଅଯୋଧ୍ୟା ସିଂହାସନରେ

ଅଭିଷିକ୍ତ ପରେ ରାଜ୍ୟର ଶାସନ

ହେଲା ଧର୍ମ ଆଧାରରେ

ଉତ୍ତମ ଶାସକ ରୂପରେ ମାନ୍ୟତା

କରିଲେ ପତ୍ନୀ ବର୍ଜନ

ପତ୍ନୀ ବିନା ପ୍ରତି କାମ ଧୈର୍ଯ୍ୟ ସହ

ହେଉଥିଲା ନିଷ୍ପାଦନ

ଧୈର୍ଯ୍ୟ,ସତ୍ୟ,ଧର୍ମ,ଭାତୃତ୍ବ,ବନ୍ଧୁତ୍ୱ

ସର୍ବ ଗୁଣେ ପରିପୂର୍ଣ୍ଣ

ଆଦର୍ଶ ଜୀବନ ଚରିତ୍ର ସହିତ

ଜଡ଼ିତ ଥିଲା ଜୀବନ

ପୁରୁଷଙ୍କ ମଧ୍ୟେ ଶ୍ରେଷ୍ଠ ଆସନରେ

ମର୍ଯ୍ୟାଦା ପୁରୁଷୋତ୍ତମ

ଆଦର୍ଶ ଜୀବନ ଚରିତ୍ର ସଂଯୁକ୍ତ

ଯଥାର୍ଥତା ରାମ ନାମ

ରାମସ୍ୟ ଅୟନଂ ଇତି ରାମାୟଣମ୍

ଶ୍ରୀରାମ ଜୀବନ ଗାଥା

ଶ୍ରୀରାମଙ୍କ ଅବତାର ସମ୍ପର୍କିତ

ପରମ ପବିତ୍ର କଥା

ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମଙ୍କ

ଯଶ ରହିଛି ଅକ୍ଷୁର୍ଣ୍ଣ

ପ୍ରତି ପିତା ମାତା ପୁତ୍ର ପ୍ରତି ଆଶା

ହେଉ ରାମ ପରି ଗୁଣ

ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଚରଣେ

ତନ ମନ ସଦା ରହୁ

ଜୟ ଶ୍ରୀରାମ ଧ୍ୱନୀରେ ଏ ଧରା

ସଦା ପ୍ରକମ୍ପିତ ହେଉ

ରାମଂ ଲକ୍ଷ୍ମଣମ୍ ପୁର୍ବଜମ୍ ରଘୁବରମ୍

ସୀତାପତି ସୁନ୍ଦରମ୍

କାକୁସ୍ଥମ୍ କରୁଣାକରମ୍ ଗୁଣନିଧିମ୍

ବିପ୍ରପ୍ରିୟମ୍ ଧାର୍ମିକମ୍

ରାଜେନ୍ଦ୍ରମ୍ ସତ୍ୟସନ୍ଧମ୍ ଦଶରଥ ତନୟମ୍

ଶ୍ୟାମଳମ୍ ଶାନ୍ତମୂର୍ତ୍ତିମ୍

ବନ୍ଦେ ଲୋକାଭିରାମଂ ରଘୁକୁଳତିଳକମ୍

ରାଘବମ୍ ରାବଣାରି ।।

Language: Odia
17 Views
📢 Stay Updated with Sahityapedia!
Join our official announcements group on WhatsApp to receive all the major updates from Sahityapedia directly on your phone.
You may also like:
ज़िन्दगी - दीपक नीलपदम्
ज़िन्दगी - दीपक नीलपदम्
नील पदम् Deepak Kumar Srivastava (दीपक )(Neel Padam)
ज़िंदगी में वो भी इम्तिहान आता है,
ज़िंदगी में वो भी इम्तिहान आता है,
Vandna Thakur
हर कदम प्यासा रहा...,
हर कदम प्यासा रहा...,
Priya princess panwar
जिंदगी
जिंदगी
Bodhisatva kastooriya
बच्चे
बच्चे
Dr. Pradeep Kumar Sharma
लोग मुझे अक्सर अजीज समझ लेते हैं
लोग मुझे अक्सर अजीज समझ लेते हैं
सिद्धार्थ गोरखपुरी
🥀*अज्ञानी की कलम*🥀
🥀*अज्ञानी की कलम*🥀
जूनियर झनक कैलाश अज्ञानी झाँसी
*करो अब चाँद तारे फूल, खुशबू प्यार की बातें (मुक्तक)*
*करो अब चाँद तारे फूल, खुशबू प्यार की बातें (मुक्तक)*
Ravi Prakash
कँहरवा
कँहरवा
प्रीतम श्रावस्तवी
DR arun कुमार shastri
DR arun कुमार shastri
DR ARUN KUMAR SHASTRI
मंत्र: सिद्ध गंधर्व यक्षाधैसुरैरमरैरपि। सेव्यमाना सदा भूयात्
मंत्र: सिद्ध गंधर्व यक्षाधैसुरैरमरैरपि। सेव्यमाना सदा भूयात्
Harminder Kaur
#क़तआ (मुक्तक)
#क़तआ (मुक्तक)
*Author प्रणय प्रभात*
हरिगीतिका छंद
हरिगीतिका छंद
डाॅ. बिपिन पाण्डेय
निकला वीर पहाड़ चीर💐
निकला वीर पहाड़ चीर💐
तारकेश्‍वर प्रसाद तरुण
इश्क़-ए-क़िताब की ये बातें बहुत अज़ीज हैं,
इश्क़-ए-क़िताब की ये बातें बहुत अज़ीज हैं,
डॉ. शशांक शर्मा "रईस"
आदमियों की जीवन कहानी
आदमियों की जीवन कहानी
Rituraj shivem verma
गीत मौसम का
गीत मौसम का
सुशील मिश्रा ' क्षितिज राज '
श्याम के ही भरोसे
श्याम के ही भरोसे
Neeraj Mishra " नीर "
3067.*पूर्णिका*
3067.*पूर्णिका*
Dr.Khedu Bharti
#तुम्हारा अभागा
#तुम्हारा अभागा
Amulyaa Ratan
वो ओस की बूंदे और यादें
वो ओस की बूंदे और यादें
Neeraj Agarwal
नाम बदलने का था शौक इतना कि गधे का नाम बब्बर शेर रख दिया।
नाम बदलने का था शौक इतना कि गधे का नाम बब्बर शेर रख दिया।
सोलंकी प्रशांत (An Explorer Of Life)
"We are a generation where alcohol is turned into cold drink
पूर्वार्थ
मन का समंदर
मन का समंदर
Sûrëkhâ
सम्मान
सम्मान
Paras Nath Jha
बंधनों के बेड़ियों में ना जकड़ो अपने बुजुर्गों को ,
बंधनों के बेड़ियों में ना जकड़ो अपने बुजुर्गों को ,
DrLakshman Jha Parimal
संदेश बिन विधा
संदेश बिन विधा
Mahender Singh
कान्हा घनाक्षरी
कान्हा घनाक्षरी
Suryakant Dwivedi
त्यौहार
त्यौहार
Mukesh Kumar Sonkar
"जून की शीतलता"
Dr Meenu Poonia
Loading...