Bidyadhar Mantry Language: Odia 25 posts Sort by: Latest Likes Views List Grid Bidyadhar Mantry 2 May 2024 · 2 min read କଳା ସଂସ୍କୃତି ଓ ପରମ୍ପରା ଜୀବନ ଶୈଳୀରେ ପାରମ୍ପରିକତା ପରିବର୍ତ୍ତନ ଦୌଡ଼ରେ ବ୍ୟର୍ଥ ଓ ଅପ୍ରାସଙ୍ଗିକତା ପରମ୍ପରା ବଦଳେ ପୂର୍ଣ୍ଣ ମାତ୍ରାରେ ସମାଜରେ ପରିଚିତ ପ୍ରଥା ଆଜି ହଜିଛି ପ୍ରତି ପାଦରେ ଆଧୁନିକ ଭୌତିକ ବସ୍ତୁ ସହିତ ଆକର୍ଷଣ ଜୀବନରେ ଏ ପରିବର୍ତ୍ତନଶୀଳ ଦୁନିଆରେ ପରମ୍ପରା ବଦଳିଛି... Poetry Writing Challenge-3 1 3 83 Share Bidyadhar Mantry 2 May 2024 · 2 min read ଅତିଥି ର ବାସ୍ତବତା ଭାରତୀୟ ସଂସ୍କୃତି ଓ ପରମ୍ପରା ଅଟେ ସମ୍ପୂର୍ଣ୍ଣ ନିଆରା ଅତିଥିଙ୍କୁ ଭଗବାନର ମାନ୍ୟତା ଏକ ଶୁଦ୍ଧ ଚିନ୍ତାଧାରା ଅତିଥି ଙ୍କୁ ଶ୍ରଦ୍ଧା ପୂର୍ବକ ସକ୍ତାର ଏକ ଉତ୍ତମ ସଂସ୍କାର "ଅତିଥି ଦେବୋ ଭବ" ଉକ୍ତି କଥନ ପ୍ରତି ଭାରତୀୟଙ୍କ ର ଭାରତର... Poetry Writing Challenge-3 1 95 Share Bidyadhar Mantry 2 May 2024 · 3 min read ପରିଚୟ ଦାତା ଝାଟିମାଟି ଘର ଭିତରୁ ବାହାରି ସାହି ମଧ୍ୟେ ଚାଲି ଗଲେ କିଛି ମନ୍ତବ୍ୟ ଶୁଭୁଥିଲା ପ୍ରାୟତଃ ଏ ପିଲା ଟି ବୁଢ଼ା କାଳେ ସତ ଥିଲା କଥା, ବୁଢ଼ା କାଳେ ପିଲା ବୁଢ଼ା ବୟସରେ ପିଲା ସଂକ୍ଷେପରେ ଡାକ "ବୁଢ଼ା କାଳ... Poetry Writing Challenge-3 1 90 Share Bidyadhar Mantry 2 May 2024 · 4 min read ଡାକ ଆଉ ଶୁଭୁ ନାହିଁ ହିଆ ଓ ଜଟିଆ ଥରେ ମା ଡାକ ଉଚ୍ଚାରଣ କଲେ ବା ହେଲେ ଅନ୍ତର ରୁ କିଛି ଆଶ୍ଵସନା ଆସେ ଯେବେ କଥା କହିବା ଆରମ୍ଭ ଉଚ୍ଚାରଣ ମା',ପ୍ରଥମ ଚିହ୍ନା ମୁଁହ ମା' ଦୁଃଖ କଷ୍ଟ ଆସିଲେ ବି ମା'ଉଚ୍ଚାରଣ ଚାଲୁ ଚାଲୁ ଝୁଣ୍ଟି ଗଲେ,ମା'... Poetry Writing Challenge-3 1 82 Share Bidyadhar Mantry 2 May 2024 · 2 min read ଅହଙ୍କାର ମଣିଷ ମନର ଅହଂ ଭାବନାରେ ଆତ୍ମ ଗର୍ବ ଅତିଶୟ ଇତିହାସ ତଥା ପୁରାଣ ପୃଷ୍ଠାରେ ସ୍ପଷ୍ଟ ଚିତ୍ର ଅନୁମେୟ । ଅହଙ୍କାର ଅହଂକାରୀ ଅହଂ-ଭାବ ପ୍ରବାଦ ର ତନାଘନା ପ୍ରାୟତଃ ପୌରାଣିକ ଚରିତ୍ର ର ସହଜେ ଅବତାରଣା । କଂସ ବଳୀ... Poetry Writing Challenge-3 1 124 Share Bidyadhar Mantry 2 May 2024 · 2 min read ସାଧନାରେ କାମନା ବିନାଶ ଜୀବନରେ କାମନାର ବିନାଶରେ ଦୁଃଖର ଘଟେ ବିନାଶ କ୍ରମେ ସାଂସାରିକ ମୋହ ହୋଇ ଦୂର ଜ୍ଞାନର ପରିପ୍ରକାଶ କାମନାର ବିନାଶ ନୁହେଁ ସହଜ ସାଧନା ମାତ୍ର ଉପାୟ ଇନ୍ଦ୍ରିୟ ଲାଳସା ଦମନ ବଳରେ ସମ୍ଭବ ହେବ ନିଶ୍ଚୟ ମଣିଷ ଜୀବନ ସହିତ... Poetry Writing Challenge-3 1 84 Share Bidyadhar Mantry 2 May 2024 · 2 min read ସାର୍ଥକ ଜୀବନ ସୁତ୍ର ସାର୍ଥକ ଜୀବନ ସଂଜ୍ଞା ନିରୂପଣ ହୃଦୟଙ୍ଗମ ପୂର୍ବରୁ ବ୍ୟର୍ଥ ଭାବେ ସମୟ ଅତିବାହିତ ପୂର୍ଣ୍ଣ ଜ୍ଞାନ ଅଭାବରୁ ଅନ୍ୟର ମୁଖରେ ହସ ଫୁଟାଇବା ଏକ ମହତ ଭାବନା ଦୁଃଖୀ,ରୋଗୀ,ଅସହାୟଙ୍କୁ ସହାୟ ନୁହେଁ ଏ ବ୍ୟର୍ଥ ଯୋଜନା ହୃଦୟରେ ଅନ୍ୟକୁ ଆପଣା ଭାବି... Poetry Writing Challenge-3 1 87 Share Bidyadhar Mantry 2 May 2024 · 2 min read ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପବିତ୍ର ଆର୍ଯ୍ୟାବର୍ତ୍ତରେ ଯଥାବିଧି ମହାନତା ଗୁଣଗାନ ମହାନ ଆତ୍ମାଙ୍କ ଅବଦାନ ପ୍ରତି ଭକ୍ତି ନୈବେଦ୍ୟ ନିଦାନ ବ୍ରହ୍ମାଣ୍ଡ ପାଳକ ଭଗବାନ ବିଷ୍ଣୁ ସପ୍ତମ ଅବତାର ରେ ଶ୍ରୀରାମ ରୂପରେ ଜନ୍ମି ସ୍ୱତନ୍ତ୍ରତା ମର୍ଯ୍ୟାଦା-ବାନ ଆକାରେ ଅଯୋଧ୍ୟାରେ ରଘୁ ବଂଶେ ଜାତ ପିତା... Poetry Writing Challenge-3 113 Share Bidyadhar Mantry 2 May 2024 · 2 min read ଆମ ଘରର ଅଗଣା ଆମ ଘର ଆମ ଅଗଣା ର କଥା କଥା ସହ ଆତ୍ମୀୟତା ମୂକ ସାକ୍ଷୀ ଭାବେ ଅତି ପରିଚିତ ଅଗଣା ଘରର ଶ୍ରୋତା ମାନ ଅଭିମାନ ରାଗ ଋଷା କଥା ଅଗଣା କୁ ସବୁ ଜଣା ଘରର ସୁଖ ଦୁଃଖ ହସ... Poetry Writing Challenge-3 1 133 Share Bidyadhar Mantry 2 May 2024 · 1 min read ରାତ୍ରିର ବିଳାପ ଅନ୍ଧାରରେ ନିଶା ଗର୍ଜନ ସହିତ ତୁହାକୁ ତୁହା ପବନ ପୁଣି କେବେ ଅସରାଏ ବର୍ଷା ଝରି ଦୋହଲାଏ ତନ ମନ । ଶ୍ୱାନ-ଶୃଗାଳ ବୁକୁପୁଟା ଚିକ୍ତାର ଶୁଭୁଥାଏ ବହୁ ଦୂରେ ଅଶରୀରୀ ମାନଙ୍କ ମୁହଁ ଦିଶଇ ବିଜୁଳି ଆଲୋକ ଧାରେ ।... Poetry Writing Challenge-3 1 126 Share Bidyadhar Mantry 2 May 2024 · 3 min read ନବଧା ଭକ୍ତି ମଣିଷ ହୃଦୟେ ଭାବ ଶକ୍ତି ସମ ଆପେ ହୋଇଲେ ଉତ୍ପତ୍ତି ଯଦି ସେହି ଭାବେ ଜାଣେ ଈଶ୍ୱରଙ୍କୁ ସେହି ଭାବ ଅଟେ ଭକ୍ତି । ଈଶ୍ୱରଙ୍କ ମନ ଓ ହୃଦୟ ହୁଏ ଯଦି ସେହି ଭାବେ ଦ୍ରବିଭୂତ ସେହି ଅଦୃଶ୍ୟ ଭାବ... Poetry Writing Challenge-3 1 124 Share Bidyadhar Mantry 2 May 2024 · 1 min read ଭୋକର ଭୂଗୋଳ ଭୋକର ଭୂଗୋଳ ସହ ଇତିହାସ ଅଧ୍ୟୟନ ବି ଜରୁରୀ ପୁଣି ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି ସର୍ବୋପରି ଅକ୍ଷାଂଶ ଦ୍ରାଘିମା ସହ ପରିଚିତ ହେବା ପରେ ମାନଚିତ୍ର ଉତ୍କଳର ନଅଙ୍କ ଦୁର୍ଭିକ୍ଷ କଥା ଇତିହାସରେ ଜୀବିତ ଜୀବନ ସହିତ ଭୋକ ସମ୍ଭବତଃ... Poetry Writing Challenge-3 1 118 Share Bidyadhar Mantry 2 May 2024 · 2 min read ସାଧୁ ସଙ୍ଗ ସାଂସାରିକ ସୁଖ ମାୟା ମୋହ ପ୍ରତି ଆସକ୍ତି ନ ଥାଇ ତିଳେ ସତ୍ୟ, ଉଚିତ ଓ ଅମୃତ ବଚନେ ସାଧୁ ଭାବେ ଗଣା ବଳେ । ସାଧୁ ସଙ୍ଗ ଲଭି ଅସାଧୁ ବି ସାଧୁ ଯେପରି ପରଶମଣି ଲୁହା ମଧ୍ୟ ଉକ୍ତ... Poetry Writing Challenge-3 1 114 Share Bidyadhar Mantry 2 May 2024 · 3 min read ଆତ୍ମ ଦର୍ଶନ ଶରୀର ରୂପକ ମନ୍ଦିର ଭିତରେ ଅବିନାଶୀ ଆତ୍ମା ବିଜେ ଇନ୍ଦ୍ରିୟ ଗଣଙ୍କ କାର୍ଯ୍ୟ କଳାପର ନୀରବ ଦ୍ରଷ୍ଟା ସହଜେ ଇନ୍ଦ୍ରିୟ ଲାଳସା ବଶବର୍ତ୍ତୀ ସହ ମନର ସୁଖ ଆଶାରେ ମଣିଷ ନିଜକୁ ଭୁଲି ଯାଉଅଛି କ୍ଷଣିକ ସୁଖ ଲାଭରେ ବୁଝିବା ଶକତି... Poetry Writing Challenge-3 · କବିତା 1 110 Share Bidyadhar Mantry 2 May 2024 · 5 min read ଧରା ଜଳେ ନିଦାଘରେ ଧରା ଜଳି ଗଲାପରେ ଜଳିଯାଏ ଧରା ବକ୍ଷ ର ଗରିମା ଜୀବନ ଥାଇ ବି ମରିବା ପରାୟ ତନ ମନ ହୃଦ ଆତ୍ମା ପରିବେଶ କଳୁଷିତ ଧାରେ ଧାରେ ଜଳବାୟୁ ବି ସେପରି ବର୍ଷା ଶୀତ କ୍ରମେ ପଛ ଘୁଞ୍ଚା ପ୍ରାୟ... Poetry Writing Challenge-3 1 97 Share Bidyadhar Mantry 2 May 2024 · 1 min read ଚୋରାଇ ଖାଇଲେ ମିଠା ଯଶୋଦା ମାଆର ମୁଁ ଗଳାର ମାଳି ଯେବେ ହେଲେ ଜାଣି ଯିବ ନିହାତି ଲବଣୀ ଖାଇଛି କି ବୋଲି ମୋତେ ପଚାରି ବୁଝିବ ଖାଇ ନାହିଁ ବୋଲି କହି ଦେବି ପୁଣି ପୁଣି ମାଆ ପଚାରିବ ଦୁଇ ଚାରି ଥର ନାହିଁ... Poetry Writing Challenge-3 1 94 Share Bidyadhar Mantry 2 May 2024 · 2 min read ଷଡ ରିପୁ ପୁରାଣରେ ନାନା ମୁନି ନାନା ମତ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଜୀବ ମୋକ୍ଷ ସମ୍ପର୍କିତ ତଥ୍ୟ ପ୍ରାୟ ଜାଣି ହୁଏ ସହଜରେ ଷଡ ରିପୁ ପ୍ରସଙ୍ଗରେ ଆଲୋଚନା ପ୍ରାୟ ପୁରାଣ ପୃଷ୍ଠାରେ ସାଧକ ପକ୍ଷରେ ବହୁ ଉପଯୋଗୀ ତନ ମନ ବିଷୟରେ... Poetry Writing Challenge-3 1 126 Share Bidyadhar Mantry 2 May 2024 · 1 min read ବିଶ୍ୱାସରେ ବିଷ ବିଶ୍ୱାସ ସହିତ ବିଷର ଭାବନା ଉଦ୍ରେକ ସହ ପ୍ରୟୋଗ ବିଶ୍ୱାସ ଦ୍ରୁମ ଟି ଟଳି ପଡ଼ି ଯାଏ ସମାପ୍ତି ହୁଏ ଆବେଗ ଜୀବନ ଯାତ୍ରାରେ ଭେଟ ହୁଏ ପ୍ରାୟ ଅନେକ ଚିତ୍ର ଚରିତ୍ର ବିଶ୍ୱାସ ସହିତ ସମ୍ପର୍କ ସ୍ଥାପନ କ୍ରମେ ଭାବ... Poetry Writing Challenge-3 1 97 Share Bidyadhar Mantry 2 May 2024 · 2 min read ଅଦିନ ଝଡ ଅଦିନରେ ମଲ୍ଲୀ ଫୁଲର ମହକେ ପ୍ରାଣରେ କୁହୁକ ଜାତ ଅଜଣା ପୁଲକ ତନ ମନ ହୃଦେ ଆପେ ହେଲା ଆକର୍ଷିତ ଅକୁହା ଅବ୍ୟକ୍ତ ମନର ଭାଵନା କ୍ରମେ ହେଲା ପ୍ରସାରିତ ଦୁଇ ହୃଦୟ ମିଳନ ପରେ ବନ୍ଧୁ ଭାବ ହେଲା ଦୃଢୀଭୂତ... Poetry Writing Challenge-3 1 88 Share Bidyadhar Mantry 2 May 2024 · 1 min read ସଦାଚାର ଉତ୍ତମ ମନୋବୃତ୍ତିଧାରୀ ବ୍ୟକ୍ତିତ୍ଵ ସଦଚାରୀ ଭାବେ ଗଣା ସଦାଚାରୀ ବ୍ୟକ୍ତି ସର୍ବଦା ପ୍ରସନ୍ନ ହୃଦୟେ ସ୍ୱଚ୍ଛ ଭାବନା ସଚ୍ଚରିତ୍ର ସୁଆଚରଣ ସହିତ ସାଧୁ ଉଦ୍ୟମ ବଳରେ ପ୍ରକଟିତ ହୁଏ ସଂସ୍କୃତି ର ଛାପ ମଣିଷ ମନୋଭାବରେ ସୁସଂହତ ଆଚରଣ ସହିତରେ ସଂସ୍କୃତି... Poetry Writing Challenge-3 1 116 Share Bidyadhar Mantry 2 May 2024 · 1 min read ନୀରବତାର ବାର୍ତ୍ତା ଭାବର ପରିପ୍ରକାଶ ଅଭାବେ ହୃଦୟେ ବ୍ଯଥିତ ଚିନ୍ତା ଭାରାକ୍ରାନ୍ତ ମନ ଆପେ ସହମତି ସର୍ବୋତ୍ତମ ନୀରବତା ନୀରବତା ସହ ଲୁକାୟିତ ବାର୍ତ୍ତା ପ୍ରତିଧ୍ଵନି ହୃଦୟରେ ବିବେକର ଅହରହ ବିଶ୍ଳେଷଣ ଫେରି ରହୁଛି ମନରେ କେବେ ନୀରବତା ଅସୁମାରୀ ଆଶା ଚାପି ମନର... Poetry Writing Challenge-3 1 65 Share Bidyadhar Mantry 2 May 2024 · 2 min read ପ୍ରାୟଶ୍ଚିତ ବିଶ୍ୱାସ, ଅବିଶ୍ବାସ, ଅନ୍ଧବିଶ୍ୱାସ ସହ ମଣିଷ ଜୀବନ ଦୋଷ ଅପରାଧ ପାପ ମୁକ୍ତି ଅର୍ଥେ ଭିନ୍ନ ଉପାୟେ ନିଦାନ ପ୍ରାୟଶ୍ଚିତ ତଥା ପ୍ରତିକାର ଧାରା ରହିଛି ବଳବତ୍ତର ବିଶ୍ୱାସ ସହିତ ଜଡିତ ଜୀବନ ପାପ ଦୋଷ ପ୍ରତି ଡର ସ୍ଥାନ କାଳ... Poetry Writing Challenge-3 1 124 Share Bidyadhar Mantry 2 May 2024 · 2 min read ଅର୍ଦ୍ଧାଧିକ ଜୀବନର ଚିତ୍ର ଚିର ପରିଚିତ ଦୃଶ୍ୟ ପୁଣି ପରିବେଶ ପରିବର୍ତ୍ତନ ଧାରାରେ ,ନୂଆ ରୂପ,ନୂଆ ବେଶ ସାମାଜିକ ପରମ୍ପରା ଓ ସଂସ୍କାର ନାମକୁ ମାତ୍ର ଆଢ଼ୁଆଳେ ଆଧୁନିକ ପରିଚର୍ଯ୍ୟା ପ୍ରତି କ୍ଷେତ୍ରରେ ନୂତନତ୍ବ ଧାରା ସବୁ କିଛି ନୂଆ ନୂଆ ବଦଳି ଯାଇଛି,ପୁରାତନ ଦୃଶ୍ୟ... Poetry Writing Challenge-3 1 95 Share Bidyadhar Mantry 2 May 2024 · 1 min read ଅନୁଶାସନ ଈଶ୍ୱରଙ୍କ ଅନୁଶାସିତ ଧାରାରେ ଋତୁ ବି ପରିବର୍ତ୍ତନ ଶ୍ରେଷ୍ଠ ଜୀବ ରୂପେ ମଣିଷଙ୍କ ପକ୍ଷେ ବିଧେୟ ଅନୁଶାସନ ଅନୁଶାସନ ର ଧାରା ପାଳନରେ ଗ୍ରହ ପୁଣି ଉପଗ୍ରହ ସୂର୍ଯ୍ୟ ଚନ୍ଦ୍ର ତାରା ଜଡ଼ ଓ ଚେତନ ଅନୁଶାସନ ର ସହ ସୂର୍ଯ୍ୟଙ୍କ... Poetry Writing Challenge-3 1 97 Share Bidyadhar Mantry 2 May 2024 · 2 min read ପିଲାଦିନ ସଞ୍ଜ ସକାଳ ପିଲାଦିନ ସଞ୍ଜ ସକାଳ ଆଜିକାଲି ପିଲାଙ୍କ ମୋବାଇଲ୍ ସାଙ୍ଗ ଆଉ ଖେଳ ଆମ ପିଲାଦିନ ଥିଲା ଖାଲି ଖେଳ ଓ ସାଙ୍ଗ ମେଳ ପୁଣି ଇଚ୍ଛା ହେଉଛି ଫେରିବାକୁ ସେଇ ପିଲାଦିନ ପିଲାଦିନ ଥିଲା ଖେଳ ଭରା କୌତୁହଳ ଦିନ। ସେଇ... Poetry Writing Challenge-3 · କବିତା 1 141 Share