Sahityapedia
Sign in
Home
Search
Dashboard
Notifications
Settings
2 May 2024 · 1 min read

ନୀରବତାର ବାର୍ତ୍ତା

ଭାବର ପରିପ୍ରକାଶ ଅଭାବେ

ହୃଦୟେ ବ୍ଯଥିତ ଚିନ୍ତା

ଭାରାକ୍ରାନ୍ତ ମନ ଆପେ ସହମତି

ସର୍ବୋତ୍ତମ ନୀରବତା

ନୀରବତା ସହ ଲୁକାୟିତ ବାର୍ତ୍ତା

ପ୍ରତିଧ୍ଵନି ହୃଦୟରେ

ବିବେକର ଅହରହ ବିଶ୍ଳେଷଣ

ଫେରି ରହୁଛି ମନରେ

କେବେ ନୀରବତା ଅସୁମାରୀ ଆଶା

ଚାପି ମନର ଯନ୍ତ୍ରଣା

ବେଦନା ବି ରୂପାୟିତ ନୀରବରେ

ନିଶବ୍ଦେ ଝଙ୍କୃତ ବୀଣା

ନୀରବତା ସହିତ ପ୍ରତୀକ୍ଷାରେ

କିଛି ପାଇବାର ଆଶା

ମନରେ ଜିଜ୍ଞାସା ମନୋଭାବ ପ୍ରାୟ

ସତେ ମେଣ୍ଟିବ ପିପାସା ।

ନୀରବତା ସୁଯୋଗ ପରି ପ୍ରତ୍ୟୟ

ସତେ ଘଣ୍ଟି ମନ୍ଦିରର

ହାତ ଛଡା ନ କରି ସୁଯୋଗ, ବାଜେ

ଥରେ ନୁହେଁ, ବାରମ୍ବାର

ସମ୍ପର୍କ ଓ ଶତ୍ରୁତା ସହ ମଧ୍ୟସ୍ଥି

ସାର୍ଥକ ହିଁ ନୀରବତା

ସ୍ମୃତି ରୋମନ୍ଥନ ପରେ ଚାପି ହୁଏ

ମନର ସବୁ ତିକ୍ତତା

ନୀରବତା ପ୍ରାୟ ଆବଶ୍ୟକ ଅଛି

ଭୀରୁ ନୁହେଁ ନୀରବତା

ନୀରବତା ଅସ୍ତ୍ର ପ୍ରୟୋଗରେ ପ୍ରାପ୍ତି

ବ୍ୟସ୍ତ ମନେ ଏକାଗ୍ରତା

ନୀରବତା ସହ ଓଦା ଆଖି ପତା

ପଢ଼ି ହୁଏ ହୃଦ କଥା

ପ୍ରେମୀ ଯୁଗଳଙ୍କ ନୀରବ ଓଠରେ

ମାପି ହୁଏ ସେ ‘ ଉଷ୍ମତା

ମନ ମନ୍ଦିରେ ନୀରବତାର ଚିହ୍ନ

ସାନିଧ୍ୟରେ ଉଜ୍ଜୀବିତ

ନୀରବରେ ରହି ଆଖିରେ ସୂଚନା

ତନ ମନ ଉଲ୍ଲସିତ ।

ନୀରବତା କରେ ପ୍ରଶ୍ନର ପାହାଡ

ଉତ୍ତର କୁହୁଳିକାରେ

ଅଜଣା ପଥିକ ବାଟ ବଣା ସମ

ଅଜଣା ସେ ‘ ଠିକଣାରେ

ପ୍ରିୟାର ଅଭିମାନୀ ମନରେ ଉଠେ

ନୀରବତା ରୂପୀ ଢେ଼ଉ

ମାନଭଞ୍ଜନ ର ବାର୍ତ୍ତା ବି ପ୍ରସାର

ବନ୍ଧନରେ ଥାଉ ଥାଉ ।

ନୀରବତା, ଆବେଗତା ହୃଦୟର

ଆଢ଼ୁଆଳେ ଅଛି ବାର୍ତ୍ତା

ହୃଦୟ ତଳର ଭାଷା ବୁଝି ହେଲେ

ନୀରବତା ଦ୍ଵାରା କଥା

ନୀରବତା, ସାଧନାର ଅଟେ ଉତ୍ସ

ନିଜ ଚିନ୍ତା ଚେତନାରେ

ହୃଦୟରେ ଆତ୍ମ ଜ୍ଞାନର ବିକାଶ

ଦିବ୍ୟ ଜ୍ଞାନ ସହଜରେ ।

ଅବ୍ୟକ୍ତ ଅସହ୍ୟ ବେଦନାରେ ପ୍ରାଣ

ପରେ ନୀରବତା ପନ୍ଥା

କେହି କେହି ନୀରବତାର ସୁଯୋଗେ

ଦେଇଥାନ୍ତି କେତେ ବ୍ୟଥା

ନୀରବରେ ପ୍ରତିବାଦର ବି ବାର୍ତ୍ତା

ଦାବୀ ହାସଲର ପନ୍ଥା

ଅଯଥା କଥାବାର୍ତ୍ତାରୁ ବର୍ତ୍ତିବା

ଶ୍ରେଷ୍ଠ ପଥ ନୀରବତା

ତିକ୍ତ ପ୍ରାଣ କୋଳାହଳ ପରିବେଶେ

ଆଶା ନୀରବତା କ୍ଷେତ୍ର

ଶିକ୍ଷାଳୟ,ମନ୍ଦିର ଓ ସଭା ସ୍ଥଳେ

ନୀରବତା ହିଁ ପବିତ୍ର

ସ୍ମୃତି ଉଜ୍ଜୀବିତ ପ୍ରତି ମୁହୂର୍ତ୍ତରେ

ବନ୍ଧନ ଆତ୍ମୀୟତା ର

ବୀତସ୍ପୃହ ଜୀବନରେ ଆଶା ପ୍ରାୟ

ସ୍ୱର ନୀରବତାର

Language: Odia
1 Like · 76 Views

You may also like these posts

भटक ना जाना मेरे दोस्त
भटक ना जाना मेरे दोस्त
Mangilal 713
आवो करीब तुम यहाँ बैठों
आवो करीब तुम यहाँ बैठों
gurudeenverma198
मेरा सपना
मेरा सपना
Anil Kumar Mishra
कविता की महत्ता।
कविता की महत्ता।
Rj Anand Prajapati
🥀 *अज्ञानी की कलम*🥀
🥀 *अज्ञानी की कलम*🥀
जूनियर झनक कैलाश अज्ञानी झाँसी
ग़ज़ल
ग़ज़ल
ईश्वर दयाल गोस्वामी
आदमी और मच्छर
आदमी और मच्छर
Kanchan Khanna
“कभी मन करे तो कुछ लिख देना चाहिए
“कभी मन करे तो कुछ लिख देना चाहिए
Neeraj kumar Soni
आत्म जागरूकता कोई उपलब्धि हासिल करना नहीं है, बस आप स्वयं को
आत्म जागरूकता कोई उपलब्धि हासिल करना नहीं है, बस आप स्वयं को
Ravikesh Jha
"तुम हो पर्याय सदाचार के"
राकेश चौरसिया
जो सबका हों जाए, वह हम नहीं
जो सबका हों जाए, वह हम नहीं
Chandra Kanta Shaw
यमराज का यक्ष प्रश्न
यमराज का यक्ष प्रश्न
Sudhir srivastava
*सत्य की आवाज़*
*सत्य की आवाज़*
Dr. Vaishali Verma
खयालों ख्वाब पर कब्जा मुझे अच्छा नहीं लगता
खयालों ख्वाब पर कब्जा मुझे अच्छा नहीं लगता
डॉ सगीर अहमद सिद्दीकी Dr SAGHEER AHMAD
जानेमन
जानेमन
Dijendra kurrey
"फलों की कहानी"
Dr. Kishan tandon kranti
Be beautiful 😊
Be beautiful 😊
Rituraj shivem verma
*दौलत (दोहा)*
*दौलत (दोहा)*
Rambali Mishra
अहंकार का बीज, आज वृक्ष बन गया।
अहंकार का बीज, आज वृक्ष बन गया।
श्याम सांवरा
शिकायत है हमें लेकिन शिकायत कर नहीं सकते।
शिकायत है हमें लेकिन शिकायत कर नहीं सकते।
Neelam Sharma
चाहत ए मोहब्बत में हम सभी मिलते हैं।
चाहत ए मोहब्बत में हम सभी मिलते हैं।
Neeraj Agarwal
..
..
*प्रणय*
.......,,,
.......,,,
शेखर सिंह
"If Money is lost Nothing is lost,
Nikita Gupta
जिंदगी
जिंदगी
नंदलाल मणि त्रिपाठी पीताम्बर
लैला मजनू
लैला मजनू
पूर्वार्थ
4652.*पूर्णिका*
4652.*पूर्णिका*
Dr.Khedu Bharti
अदाकारी
अदाकारी
Suryakant Dwivedi
मुझ जैसे शख़्स को दिल दे बैठी हो,
मुझ जैसे शख़्स को दिल दे बैठी हो,
डॉ. शशांक शर्मा "रईस"
प्रतीक्षा
प्रतीक्षा
राधेश्याम "रागी"
Loading...