ଅର୍ଦ୍ଧାଧିକ ଜୀବନର ଚିତ୍ର
ଚିର ପରିଚିତ ଦୃଶ୍ୟ ପୁଣି ପରିବେଶ ପରିବର୍ତ୍ତନ ଧାରାରେ ,ନୂଆ ରୂପ,ନୂଆ ବେଶ ସାମାଜିକ ପରମ୍ପରା ଓ ସଂସ୍କାର ନାମକୁ ମାତ୍ର ଆଢ଼ୁଆଳେ ଆଧୁନିକ ପରିଚର୍ଯ୍ୟା ପ୍ରତି କ୍ଷେତ୍ରରେ ନୂତନତ୍ବ ଧାରା ସବୁ କିଛି ନୂଆ ନୂଆ ବଦଳି ଯାଇଛି,ପୁରାତନ ଦୃଶ୍ୟ...
Poetry Writing Challenge-3